Home Oriya Odia Dictionary

Download Oriya Odia Dictionary APP

Nutty Oriya Odia Meaning

ଉନ୍ମାଦ, ପାଗଳ

Definition

ଯାହାର କିଛି ପାଗଳାମି ବା ଉନ୍ମାଦଭାବ ଅଛି
କ୍ରୋଧ, ପ୍ରେମଆଦି କାରଣରୁ ଯେ ନିଜକୁ ନିୟନ୍ତ୍ରଣ କରିପାରେ ନାହିଁ
ଯାହାର ମସ୍ତିଷ୍କରେ ବିକାର ଆସିଯାଇଛି
ଯେଉଁ ବ୍ୟକ୍ତିର ମଥା କାମକରେ ନାହିଁ

Example

ସେ ଜଣେ ପାଗଳ ବ୍ୟକ୍ତି
କ୍ରୋଧରେ ପାଗଳ ବ୍ୟକ୍ତି କିଛି ବି କରିପାରେ
ରାସ୍ତାରେ ପାଗଳ ଲୋକଟି ନିଜକୁ ନିଜେ କଥା କହି କହି ଯାଉଥିଲା