Home Oriya Odia Dictionary

Download Oriya Odia Dictionary APP

Obese Oriya Odia Meaning

କଦାକାର, ବିକଟାଳ, ବୀଭତ୍ସ

Definition

ଫୁଲିଯାଇଥିବା ବା ସ୍ଥୂଳ ଶରୀରର ବା ଅତ୍ୟଧିକ ମାଂସ ଯୁକ୍ତ
ଯାହାର ଚୁନା ବା ଗୁଣ୍ଡ ଚିକ୍କଣ ନୁହେଁ
ଯେଉଁ(ବ୍ୟକ୍ତି) କୁରୂପ ଓ ମୋଟା
ମୋଟା ହେବାର ଅବସ୍ଥା ବା ଭାବ
ସାଧାରଣ ବା ଯାହା ଭଲ ନୁହେଁ
ତଳରୁ ଉପର ପର୍ଯ୍ୟନ୍ତ ସମାନ ର

Example

ଖଦଡ଼ା ଅଟାରେ ରୋଟି ଭଲ ଫୁଲେ ନାହିଁ
କଦାକାର ରାମଖିଲାବନ ପିଲାମାନଙ୍କୁ ଡରାଏ
ଅଧିକ ମୋଟାପଣ କାରଣରୁ ଅଖିଳେଶକୁ ବସଉଠରେ ଅସୁବିଧା ହେଉଛି
ବଗିଚାରେ ଦୁଇଜଣ ମୋଟାଭୁଶୁଣ୍ଡା ବସିଛନ୍ତି