Home Oriya Odia Dictionary

Download Oriya Odia Dictionary APP

Object Oriya Odia Meaning

କର୍ମକାରକ, ଜିନିଷ, ଦ୍ରବ୍ୟ, ନିଷାଣ, ପଦାର୍ଥ, ବସ୍ତୁ, ଲକ୍ଷ

Definition

ଯେଉଁ କର୍ମ ଧର୍ମ ସହିତ ସମ୍ବନ୍ଧିତ
ଯାହା କରାଯାଏ
ବ୍ୟବସାୟ, ସେବା, ଜୀବିକାଆଦିର ବିଚାରରେ କରାଯାଉଥିବା କାମ
ଯାହାର ଆକାର ବା ରୂପ ଥାଏ ଏବଂ ଯାହା ସପିଣ୍ଡ ଓ ସଶରୀର ଯୁକ୍ତ
ବାସ୍ତବିକ ବା କଳ୍ପିତ ସତ୍ତା
ମାନବ ନିର୍ମିତ ଏକ

Example

ମହାତ୍ମାମାନେ ଧର୍ମକର୍ମରେ ଲୀନ ହୋଇଅଛନ୍ତି
ସେ ସବୁବେଳେ ଭଲ କାମ ହିଁ କରେ
ଆପଣା କାର୍ଯ୍ୟ ପୂରା କଲାପରେ ସେ ଚାଲିଗଲେ
ଦୁଗ୍ଧ ଏକ ପାନୀୟ ଦ୍ରବ୍ୟ
ବାୟୁ ଏକ ଅମୂର୍ତ ବସ୍ତୁ
ସେ କୁକୁରମାନଙ୍କୁ ମାଟିପାତ୍ରରେ କ୍ଷୀର ପିଆଉଛି
ଅନ