Home Oriya Odia Dictionary

Download Oriya Odia Dictionary APP

Obscene Oriya Odia Meaning

କୁତ୍ସିତ, ଘୃଣାସ୍ପଦ , ଘୃଣିତ, ଘୃଣ୍ୟ, ଜଘନ୍ୟ, ବୀଭତ୍ସ

Definition

ଯାହା ତ୍ୟାଗ କରିବା ବା ଦୂରେଇଦେବାର ଯୋଗ୍ୟ
ଯିଏ ସ୍ଖଳିତ ବା ଯାହାର ବ୍ୟବହାର ଭଲ ନୁହେଁ
ଯାହା ନିନ୍ଦା କରିବା ଯୋଗ୍ୟ
ଯିଏ ଧର୍ମ ଅନୁସାରେ ପବିତ୍ର ନୁହେଁ
ଯାହା କଥନୀୟ ନୁହେଁ
ଯେ ସଭ୍ୟ ନୁହେ

Example

ଚୋରୀ, ଧୂର୍ତତାଆଦି ତ୍ୟାଜ୍ୟ କର୍ମ
ଅଧଃପତିତ ବ୍ୟକ୍ତି ସମାଜକୁ ରସାତଳକୁ ନେଇଯାଏ
ଆପଣ କାହିଁକି ବାରମ୍ବାର ନିନ୍ଦନୀୟ କାର୍ଯ୍ୟ କରୁଛନ୍ତି
ହିନ୍ଦୁଧର୍ମର ବ୍ୟବସ୍ଥା ଅନୁସାରେ କୌଣସି ବି ଅପବିତ୍ର ସ୍ଥାନରେ ଗଙ୍ଗାଜଳ ଛିଞ୍ଚିଲେ ତାହା ପବିତ୍ର ହୋଇଯା