Home Oriya Odia Dictionary

Download Oriya Odia Dictionary APP

Obscure Oriya Odia Meaning

ଅଖ୍ୟାତ, ଅପ୍ରସିଦ୍ଧ, ଅବିଖ୍ୟାତ

Definition

ବିନା ନାମଧାରୀ ବା ଯାହାର କୌଣସି ନାମ ନାହିଁ
ଯେ ଖ୍ୟାତି ପ୍ରାପ୍ତ ବା ଖ୍ୟାତ ହୋଇନାହିଁ
ଯାହା ପାଖରେ ଧନ ନାହିଁ ବା କମ୍‌ ଧନ ଅଛି
ଯାହା ଜ୍ଞାତ ବା ଜଣା ନୁହେଁ
ଯେ ଲୁଚି ରହିଛି
ଯାହା ସ୍ପଷ୍ଟ ନୁହେଁ

Example

ରାମୁ ଅନାଥାଶ୍ରମରୁ ଜଣେ ପରିଚୟହୀନ ବାଳକକୁ କୋଳକୁ ନେଲେ
ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜନ୍ମ ପଶ୍ଚିମ ବଙ୍ଗଳାର ଏକ ଅଖ୍ୟାତ ଗାଁରେ ହୋଇଥିଲା
ନିର୍ଧନ ବ୍ୟକ୍ତି ବହୁତ ପରିଶ୍ରମ କରି ଧନୀ ହୋଇପାରେ
ସେ ଏହି