Observation Oriya Odia Meaning
ଅନୁସନ୍ଧାନ
Definition
ଏହା ଦେଖିବାର କ୍ରିୟା ଯେ ସବୁ ବିଷୟଗୁଡ଼ିକ ଠିକ ଅଛି କି ନାହିଁ
କୌଣସି କାମ, କଥା କିମ୍ବା ବ୍ୟବହାରକୁ ସୂକ୍ଷ୍ମ ଭାବରେ ଦେଖିବାର କ୍ରିୟା
ଭଲଭାବରେ ପରୀକ୍ଷା ନିରୀକ୍ଷା କରିବା
ରକ୍ଷାକରିବାର ପ୍ରକ୍ରିୟା ବା ଭାବ
ଦେଖିବାର ପ୍ରକ୍ରିୟା
Example
ରାମର ପର୍ଯ୍ୟବେକ୍ଷଣରେ ଏହି କାମ ହେଉଛି
ସେ କ୍ଷେତର କାମ ନିରୀକ୍ଷଣ କରୁଥିଲା
ପ୍ରୟୋଗ କରିବା ସମୟରେ ଭଲ ଭାବରେ ଅବଲୋକନ କରି ନିଷ୍କର୍ଷରେ ଉପନୀତ ହେବା ଉଚିତ୍
କୃଷକଟି କ୍ଷେତର ଦେଖାରଖା କରୁଛି
ମୁଁ ତାକୁ ଦେଖିବା ଜରୁରୀ ନୁହେଁ
Computation in Oriya OdiaCreative in Oriya OdiaFisticuffs in Oriya OdiaCastor Bean Plant in Oriya OdiaWorm in Oriya OdiaNarrative in Oriya OdiaMistily in Oriya OdiaWorking Man in Oriya OdiaChronic in Oriya OdiaXxiv in Oriya OdiaHandcuff in Oriya OdiaCocoanut in Oriya OdiaOn The Other Hand in Oriya OdiaArticulatio Genus in Oriya OdiaSack in Oriya OdiaBargain in Oriya OdiaJesus Christ in Oriya OdiaTanzanian in Oriya OdiaSecure in Oriya OdiaOccupied in Oriya Odia