Home Oriya Odia Dictionary

Download Oriya Odia Dictionary APP

Obsolete Oriya Odia Meaning

ଅପ୍ରଚଳିତ, ଅବ୍ୟବହୃତ, ଆଉଟ ଅଫ୍‌ ଡେଟ୍‌, ଆଉଟଡେଟେଡ

Definition

ଯାହା ପ୍ରଚଳିତ ନୁହେଁ
ଯାହା ବ୍ୟବହାର କରାଯାଏ ନାହିଁ
ଯାହାକୁ ପିନ୍ଧାଯାଇ ନ ଥାଏ(ଲୁଗା)

Example

ତୁମେ ସବୁବେଳେ ଅପ୍ରଚଳିତ ପରିଧାନ କାହିଁକି ପିନ୍ଧୁଛ
ସେ ଅବ୍ୟବହୃତ ବସ୍ତୁଗୁଡ଼ିକୁ ଗରୀବମାନଙ୍କୁ ବାଣ୍ଟିଦେଲେ
ମୋ ଆଈମା ଅପିନ୍ଧା ଶାଢୀ କେବେ ବି ପିନ୍ଧୁ ନଥିଲେ୤