Obstinacy Oriya Odia Meaning
ଅନୁଚିତ ଜିଦ୍, ଅଯଥା ଅଳି, କଟାଳ, ଜିଦ୍, ଜିଦ୍ଦିପଣ, ଧୀଠ, ଧୀଠପଣ, ହଟ, ହଟିଆପଣ
Definition
କୌଣସି ବ୍ୟର୍ଥ କିମ୍ବା ଅନୁଚିତ କଥାବାର୍ତ୍ତାପାଇଁ ଆଗ୍ରହ
ଆଗ୍ରହପୂର୍ବକ ଏହା କହିବାର ପ୍ରକ୍ରିୟା ଯେ ଏପରି ହୁଏ, ହେବ କିମ୍ବା ହେବା ଉଚିତ୍
Example
ଶ୍ୟାମ ନିଜର ଗରିବ ବାପାଙ୍କ ନିକଟରେ ମୋଟର ସାଇକେଲ କିଣିବାପାଇଁ ଅଯଥା ହଟ କରୁଛି / ତାର କଟାଳ ନିକଟରେ ସମସ୍ତେ ହାରମାନିଲେ
ତୁଳସୀ କୃଷମୂର୍ତ୍ତି ଆଗରେ ଜିଦି କଲା ଯେ- ହେ କୃଷ୍ଣ ଧନୁଷ ଧାରଣ କର
Flow in Oriya OdiaMatchless in Oriya OdiaNephelium Litchi in Oriya OdiaAmusing in Oriya OdiaTransmission in Oriya OdiaCo-ordinated in Oriya OdiaDelectation in Oriya OdiaElsewhere in Oriya OdiaThirty-fourth in Oriya OdiaEducational in Oriya OdiaBald-pated in Oriya OdiaDie in Oriya OdiaSuppliant in Oriya OdiaAffectation in Oriya OdiaRum in Oriya OdiaCoagulum in Oriya Odia49 in Oriya OdiaCartography in Oriya OdiaSwarm in Oriya OdiaSchism in Oriya Odia