Home Oriya Odia Dictionary

Download Oriya Odia Dictionary APP

Obtuse Oriya Odia Meaning

ଅଳ୍ପ ବୁଦ୍ଧିଆ, ନ୍ୟୂନ ବୁଦ୍ଧି ବିଶିଷ୍ଟ

Definition

ଯାହାର ବୁଦ୍ଧି ନାହିଁ ବା ବହୁତ କମ୍‌ ବୁଦ୍ଧି ଅଛି
ଯାହା ପ୍ରବଳ ନୁହେଁ
ଯେଉଁ ଧାର ଦାଢ଼ୁଆ ବା ତୀକ୍ଷ୍ଣ୍ ନୁହେଁ
ଯାହାର ବୁଦ୍ଧି ପୂର୍ଣ୍ଣ ରୂପରେ ବିକଶିତ ହୋଇନାହିଁ
ବିଫଳତାରୁ ନିରାଶ

Example

ମୂର୍ଖ ଲୋକମାନଙ୍କ ସହିତ ଯୁକ୍ତିତର୍କ କରିବା ଉଚିତ୍‌ ନୁହେଁ
ଏହି ଦନ୍ଥରା ଖଣ୍ଡାରେ ତୁମେ କ’ଣ ଯୁଦ୍ଧ କରିବ?
ଏଠାରେ ଅଳ୍ପ ବୁଦ୍ଧିଆ ଝିଅମାନଙ୍କୁ ପ୍ରଶିକ୍ଷିତ କରାଯାଏ
ଆଶାଶୂନ୍ୟ ହୋଇ ବ୍ୟକ୍ତିଟି