Home Oriya Odia Dictionary

Download Oriya Odia Dictionary APP

Occasion Oriya Odia Meaning

ଅବକାଶ, ଅବସର

Definition

ମିନିଟ୍‌, ଘଣ୍ଟା, ବର୍ଷଆଦିରେ ମପାଯାଉଥିବା ଦୂରତା ବା ଗତି ଯେଉଁଥିରେ ଭୂତ ବର୍ତ୍ତମାନଆଦିର କଳନା ହୁଏ
କୌଣସି କାର୍ଯ୍ୟ ବା ଉଦ୍ଦେଶ୍ୟ ସହଜରେ, ଶିଘ୍ର,ଜଲଦି ସୁବିଧାରେ ହୋଇପାରିବାର ସମୟ ପରିସ୍ଥିତି
ଦୁଇ ବା କେତେକ କଥାର ହଠାତ୍‌

Example

ଏହି କାମ କରିବାର ଅବସର ଆସିଗଲାଣି
ଏହା କିଭଳି ସଂଯୋଗ ଯେ ମୁଁ ଆପଣଙ୍କୁ ଭେଟିବାକୁ ଯାଉଥିଲି ଆଉ ଆପଣ ଏଠାକୁ ଆସିଗଲେ
ସେ ନିଜ କାମର ବିବରଣ ଶୁଣାଇଲା
ପୋଲିସ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିଲେ
ଏଠାରେ ପ୍ରତିବର୍ଷ ବିଜୟାଦଶମୀ ଅବସରରେ ରାମ ଲୀଳାର ଆ