Home Oriya Odia Dictionary

Download Oriya Odia Dictionary APP

Occupy Oriya Odia Meaning

ଆକ୍ରମଣ କରିବା, କାର୍ଯ୍ୟବ୍ୟସ୍ତରହିବା, କାର୍ଯ୍ୟରତ ରହିବା, ଚିନ୍ତାଲାଗିବା, ଜୁଟିବା, ପରିପୂର୍ଣ୍ଣ ହେବା, ଭରା ହେବା, ଭର୍ତ୍ତି ହେବା, ଲାଗିବା

Definition

କୌଣସି ବସ୍ତୁ ବା ସମ୍ପତ୍ତି ଉପରେ ବଳପୂର୍ବକ ମାଲିକାନା
ଆଗକୁ ଯାଇନହେବା କି ପଛକୁ ଫେରି ନହେବା
ନିଜ ଉପରକୁ କୌଣସି କାମର ଦାୟିତ୍ୱ ନେବା
ଉପକରଣଆଦିର ସେହି ଅଂଶ ଯେଉଁଥିରେ ତାକୁ ଧରାଯାଏ
କାମରେ ଆସିବା ପ

Example

ସୈନିକମାନେ ଦୁର୍ଗକୁ ଅଧିକାର କରିନେଲେ / ଏହି ଇଲାକାରେ ଡାକୁମାନଙ୍କର ଆଧିପତ୍ୟ ଅଧିକ
ମାର୍ଗ ଅବରୋଧ ହୋଇଥିବା କାରଣରୁ ଆମେ ଘଣ୍ଟେ କାଳ ସେଠାରେ ରୋକିଗଲୁ
ସେ ନିଜ ପିତାଙ୍କ କାରବାର ଭଲ ଭାବରେ ସମ୍ଭାଳିଛି
ବାସନର ବେଣ୍ଟ ଭାଙ୍ଗିଗଲେ ତାକୁ ଧରିବ