Home Oriya Odia Dictionary

Download Oriya Odia Dictionary APP

Octroi Oriya Odia Meaning

କର, ଟିକସ, ମହସୁଲ, ଶୁଳ୍କ

Definition

ଏହି ଖଜଣା ବା କର ଯାହା ପଥିକମାନଙ୍କଠାରୁ କୌଣସି ବିଶେଷ ରାସ୍ତାରେ ଚାଲିବା ବାବଦକୁ ନିଆଯାଇଥାଏ ବା କୌଣସି ବିଶେଷ ରାସ୍ତାର ଉପଯୋଗ କରିବା ବାବଦକୁ ନିଆଯାଇଥାଏ
ସହରକୁ ଆସୁଥିବା ବାହାରର ଜିନିଷ ଉପରେ ଲଗାଯାଉଥିବା ମହାସୁଲ
ଯେଉଁ

Example

ପଥକର ଦେଇ ଆପଣ ଏହି ରାସ୍ତାରେ ଯାଇ ପାରିବେ
ପୋଲିସ ଟ୍ରକ ଡ୍ରାଇଭରଠାରୁ ନଗରଶୁଳ୍କ ଆଦାୟ କରୁଛି
ସହରର ଟୋଲଗେଟରେ ଆମକୁ ଶହେ ଟଙ୍କା ପଣ୍ୟକର ଦେବାକୁ ପଡ଼ିଲା
ଅକଟ୍ରାଇଘର ପାଖରେ ହିଁ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା