Home Oriya Odia Dictionary

Download Oriya Odia Dictionary APP

Oculus Oriya Odia Meaning

ଆଖି, ଚକ୍ଷୁ, ନୟନ, ଲୋଚନ

Definition

ମଞ୍ଜିର ସେହି ସ୍ଥାନ ଯେଉଁଠାରୁ ଅଙ୍କୁର ବାହାରେ
ପ୍ରାଣୀଙ୍କ ରୂପ, ବର୍ଣ୍ଣ, ବିସ୍ତାର ତଥା ଆକାରଆଦି ସଂପର୍କରେ ଜାଣୁଥିବା ଇନ୍ଦ୍ରିୟ
ଛୁଞ୍ଚିରେ ଥିବା କଣା
ଲୁହାନିର୍ମିତ ମୋଟା ଛଡ଼ ଆକାରର ଟିକେ ଲମ୍ବା ଯେଉଁ ଉପକରଣଦ୍ୱାରା ମାଟିଆଦିରେ ଗର୍ତ୍ତ କରାଯାଏ
ଆଖିର ଦୃଷ୍ଟି-କ୍ଷେତ୍ର

Example

ଆଳୁରେ କେତେ ଗୁଡ଼ିଏ ଆଖି ଥାଏ
ମୋତିଆବିନ୍ଦୁ ଆଖି ପିତୁଳାରେ ହେଉଥିବା ଏକ ରୋଗ / ସେହି ନବଯୁବତୀର ଆଖି ହରିଣୀର ଆଖି ପରି
ଅନୀତା ଛୁଞ୍ଚି କଣାରେ ସୂତା ପୂରାଉଛି
ଗଉଡ ଖୁଣ୍ଟ ପୋତିବାପାଇଁ ଶାବଳରେ ମାଟି ଖୋଳୁଛି
ସେ ମୋ ଦୃଷ୍ଟିସୀମାରୁ ବାହାରି ନଯିବା ପର୍ଯ୍ୟନ୍ତ ମୁଁ ତା