Home Oriya Odia Dictionary

Download Oriya Odia Dictionary APP

Odor Oriya Odia Meaning

ଗନ୍ଧ, ବାସ, ମହକ, ସୁଗନ୍ଧ

Definition

ବାୟୁରେ ମିଶିଥିବା କୌଣସି ବସ୍ତୁର କ୍ଷୁଦ୍ର ଅଂଶର ପ୍ରସାର ଯାହାର ଜ୍ଞାନ ବା ଅନୁଭବ ନାକରେ ହୁଏ
କୌଣସି ସ୍ଥାନ,ପରି ସ୍ଥିତି ଆଦିର ସାମାନ୍ୟ ସ୍ଥିତି ବା ବାତାବରଣ ଓ ତାହାର ଲୋକଙ୍କଉପରେ ପଡ଼ୁଥିବା ପ୍ରଭାବ

Example

ଜଙ୍ଗଲ ଅତିକ୍ରମ କରୁଥିବା ସମୟରେ ଜଙ୍ଗଲୀ ପୁଷ୍ପଗୁଡ଼ିକର ମହକ ଆସୁଥିଲା
ଆପଣଙ୍କ କଥାରୁ ବିଦ୍ରୋହର ବାସ୍ନା ଆସୁଛି