Home Oriya Odia Dictionary

Download Oriya Odia Dictionary APP

Odour Oriya Odia Meaning

ଗନ୍ଧ, ବାସ, ମହକ, ସୁଗନ୍ଧ

Definition

ବାୟୁରେ ମିଶିଥିବା କୌଣସି ବସ୍ତୁର କ୍ଷୁଦ୍ର ଅଂଶର ପ୍ରସାର ଯାହାର ଜ୍ଞାନ ବା ଅନୁଭବ ନାକରେ ହୁଏ
ଖରାପ ଗନ୍ଧ
ଏକ ଲମ୍ବା ଶକ୍ତ ଗଛର କାଣ୍ଡ ଯାହାର ଜାଗା ଜାଗାରେ ଗଣ୍ଠି ଥାଏ ଏବଂ ଯାହା ଛପର କରିବା ଏବଂ ପାଚ

Example

ଜଙ୍ଗଲ ଅତିକ୍ରମ କରୁଥିବା ସମୟରେ ଜଙ୍ଗଲୀ ପୁଷ୍ପଗୁଡ଼ିକର ମହକ ଆସୁଥିଲା
ପ୍ରତିଦିନ ନ ଗାଧେଇବାରୁ ତା ଦେହରୁ ଦୁର୍ଗନ୍ଧ ବାହାରୁଛି
ସେ ତା ବଗିଚାରେ ବାଉଁଶ ଗଛ ଲଗାଉଛି
ଆପଣଙ୍କ କଥାରୁ ବିଦ୍ରୋହର ବାସ୍ନା ଆସୁଛି