Home Oriya Odia Dictionary

Download Oriya Odia Dictionary APP

Offering Oriya Odia Meaning

ଦାନ, ପରାମର୍ଶ, ପ୍ରସଙ୍ଗ, ପ୍ରସ୍ତାବ, ବିଚାର

Definition

ବଳି ଦେବା କାର୍ଯ୍ୟ
ଯେଉଁ ଜୀବକୁ ଦେବତାଙ୍କ ଉଦ୍ଦେଶ୍ୟରେ ବଳି ଚଢ଼ାଯାଏ
କୌଣସି ସମାରୋହରେ କିମ୍ବା କାହାକୁ ଦେଖାକରି ତାକୁ ଉପହାର ସ୍ୱରୂପ ଦିଆଯାଉଥିବା ବସ୍ତୁ
କୌଣସି ଦେବତା ନାମରେ ମରା ଯାଉଥିବା ପଶୁ
ରେଡ଼ିଓ, ଦୂରଦର୍ଶନଆଦିରେ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହିତ କରାଯାଉ

Example

ସେ ମନ୍ଦିରରେ ଛେଳି ବଳି ଦେଲା
ଛେଳି, କୁକୁଡ଼ାଆଦିକୁ ବଳି ଜୀବ ଭାବରେ ଉପଯୋଗ କରାଯାଏ
ଜନ୍ମଦିନରେ ତାକୁ ବହୁତ ଉପହାର ମିଳେ
କିଛିଲୋକ ବଳି ପଶୁ ମାଂସ ରୋଷେଇକରି ପ୍ରସାଦ ଭାବରେ ଗ୍ରହଣ କରନ୍ତି
ଆଜି ଦୂରଦର୍ଶନରେ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର