Home Oriya Odia Dictionary

Download Oriya Odia Dictionary APP

Oil Oriya Odia Meaning

ତେଲ, ତୈଳ, ବନସ୍ପତି ତେଲ

Definition

ଏକ ଚିକ୍କଣ ତଥା ତରଳ ପଦାର୍ଥ ଯାହା ପାଣି ସହିତ ମିଶେ ନାହିଁ
ଖଣିରୁ ବାହାର କରାଯାଉଥିବା ତେଲ
ରାଶି ତେଲ
ବିବାହ ପୂର୍ବର ଗୋଟିଏ ରୀତି

Example

ଏହା ଶୁଦ୍ଧ ସୋରିଷ ତେଲ
ଆରବ ଦେଶମାନଙ୍କରେ ଖଣିଜ ତେଲ ଅଧିକ ମାତ୍ରାରେ ମିଳେ
ରାଶିତେଲ ବିନା ନିଜ ଦେହରେ ସେ ଅନ୍ୟ କିଛି ତେଲ ଲଗାଏନାହିଁ
ତେଲଲଗା ବିଧିରେ ବର ଓ କନ୍ୟାଙ୍କୁ ହଳଦୀ ମିଶାଇ ତେଲ ଲଗାନ୍ତି