Home Oriya Odia Dictionary

Download Oriya Odia Dictionary APP

Oily Oriya Odia Meaning

ତେଲିଆ, ତେଲୀୟ, ବାର୍ଣ୍ଣିସ୍‌କରା

Definition

ସ୍ନେହ କରିଲାବାଲା ବା ଯାହା ଭିତରେ ସ୍ନେହ ଅଛି
ଯାହା ଆବୁଡ଼ା ଖାବୁଡ଼ା ନୁହେଁ
ତେଲ ଭଳି ଚିକଣିଆ
ଯେଉଁଥିରେ ତେଲ ଅଛି ବା ଯେଉଁଥିରୁ ତେଲ ବାହାରିପାରେ
ତେଲଯୁକ୍ତ ବା ତୈଳ ସମ୍ବନ୍ଧୀୟ
ଯାହା ଉପରେ ଲେପ ଦିଆଯାଇଛି

Example

ଆମ ଶିକ୍ଷକ ଖୁବ୍‌ ସ୍ନେହୀ, ତାଙ୍କ ସ୍ନେହ ଆମଉପରେ ଅବିରତ ବର୍ଷୁଥାଏ
ତେଲିଆ ତ୍ୱଚାରେ ଅଧିକ ବ୍ରଣ ବାହାରେ
ଚିନାବଦାମ ଏକ ତୈଳୀୟ ପଦାର୍ଥ
ତେଲିଆ ପଦାର୍ଥ ଖାଇଲେ ମୋଟାପଣ ବଢ଼େ
ସେ ବାର୍ଣ୍ଣିସଦିଆ ବସ୍ତୁଗୁଡ଼ିକୁ ଆଲମାରୀରେ ରଖୁଛି