Home Oriya Odia Dictionary

Download Oriya Odia Dictionary APP

Ointment Oriya Odia Meaning

ଅଇଣ୍ଟମେଣ୍ଟ, କ୍ରିମ, ମଇଲମ, ମଲମ, ଲେପ

Definition

ଘାଆ ଉପରେ ଲଗା ଯାଉଥିବା ଏକ ଗାଢ଼ା ମଲମ ଯାହା ରାସାୟନିକ ଆଧାରରେ ପ୍ରସ୍ତୁତ କରାଯାଇଥାଏ

Example

ଚିକିତ୍ସକ ଘାଆ ଉପରେ ମଲମ ଲଗାଇ ପଟି ବାନ୍ଧି ଦେଲେ