Home Oriya Odia Dictionary

Download Oriya Odia Dictionary APP

Old Oriya Odia Meaning

ଅତି ପୁରୁଣା, ପୁରୁଣା, ପୂର୍ବକାଳର, ପୂର୍ବକାଳୀନ, ପୂର୍ବଦିନର, ପ୍ରାଚୀନ

Definition

ଅନୁଭବ ଧାରଣ କରୁଥିବା ଲୋକ ବା ଯାହାର କୌଣସି କାମ ଓ ବସ୍ତୁର ଅନୁଭବ ଥାଏ
ଏହାକୁ ଛାଡ଼ି ଅନ୍ୟ କୌଣସି ବା ଅନ୍ୟଜଣେ
ଯାହାକୁ ଆଘାତ ଲାଗିଛି
ଯେ ଅଧିକ ବୟସର ଓ ବୁଢ଼ା ହୋଇଗଲେଣି
ଯାହା ପଛ ପଟରେ ଅଛି
ଯାହା ବହୁତଦିନ ତଳେ ଘଟିଥିଲା ବା ତିଆରି ହୋଇଥି

Example

ଏହି କାମପାଇଁ ଅନୁଭବୀ ବ୍ୟକ୍ତିର ଆବଶ୍ୟକତା ରହିଛି
ରେଳ ଦୁର୍ଘଟନାରେ ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଗନ୍ତବ୍ୟ ସ୍ଥାନକୁ ପଠାଇଦିଆଗଲା
ଏଠାରେ ବୃଦ୍ଧଲୋକମାନଙ୍କର ସେବା ନିଃଶୁକ୍ଳ କରାଯାଉଛି
ଜାହାଜର ପଛଭାଗରେ