Home Oriya Odia Dictionary

Download Oriya Odia Dictionary APP

Omphalos Oriya Odia Meaning

ନାଭି, ନାହି

Definition

କୌଣସି ବୃତ ବା ପରିଧି ବା ପଂକ୍ତିର ଠିକ୍‌ ମଧ୍ୟ ଭାଗୀୟ ବିନ୍ଦୁ ବା ଭାଗ
ଜରାୟୁଜ ଜନ୍ତୁମାନଙ୍କ ପେଟର ମଧ୍ୟଭାଗର ସେହି ଗାତ ଯେଉଁଠି ଗର୍ଭାବସ୍ଥାରେ ଜରାୟୁନଳି ଯୋଡ଼ି ହୋଇଥାଏ
ଚକର ମଧ୍ୟଭାଗରେ ଯେଉଁଠି ଅଖ ଲାଗିଥାଏ

Example

ଏହି ବୃତ୍ତର କେନ୍ଦ୍ରବିନ୍ଦୁରୁ ଏକ ରେଖା ଟାଣ
ଏହି ପିଲାଟିର ନାହି ପାଚିଯାଇଛି
ମିସ୍ତ୍ରୀ ଅଖ ଲଗାଇବା ପୂର୍ବରୁ ନାଭିରେ ଗ୍ରୀଜ୍ ଲଗାଉଛି