Home Oriya Odia Dictionary

Download Oriya Odia Dictionary APP

On A Regular Basis Oriya Odia Meaning

ନିୟମିତ, ପ୍ରତିଦିନ

Definition

ବିଧି ବା ନିୟମ ଅନୁସାରେ
ନିୟମିତ ରୂପେ ବା ନିୟମିତ ସମୟରେ
ପରମ୍ପରା ଅନୁସାରେ

Example

ଏହି କାମ ନିୟମାନୁସାରେ ହେବା ଆବଶ୍ୟକ
ଆମ ବାପା ନିୟମିତ ପୂଜାପାଠ କରନ୍ତି
ଆମ ଘରର ପ୍ରତ୍ୟେକ ପର୍ବପର୍ବାଣି ପରମ୍ପରାନୁସାରେ ପାଳନ କରାଯାଏ