Home Oriya Odia Dictionary

Download Oriya Odia Dictionary APP

One Oriya Odia Meaning

୧, ଅତୁଳନୀୟ, ଅଦ୍ବିତୀୟ, ଅନୁପମ, ଅପୂର୍ବ, ଅପ୍ରତିମ, ଅସାଧାରଣ, ଏକ, ଏକାକୀ, ଗୋଟିଏ, ଜଣେ, ନିଆରା

Definition

ଯାହା ଏହି ସମୟର ବା ଚାଲୁରହିଛି
ଗୋଟିଏ ବା ଗଣତିବେଳେ ଶୂନ୍ୟ ଉପରେ ଏବଂ ଦୁଇରୁ କମ୍
ଏକ ପ୍ରକାରର ଦୁଇ ଚକିଆ ଗାଡ଼ି ଯେଉଁଥିରେ ଗୋଟିଏ ଘୋଡ଼ା ଯୋଡ଼ା ଯାଇଥାଏ
ତାସ୍‌ର ଗୋଟିଏ ପତ୍ତା
ସେହିସ୍ଥାନ ଯେଉଁଠାରେ କେହିନଥାନ୍ତି
ମାଈ ମଇଁଷି

Example

ଏହି କାମ ଗୋଟିଏ ଲୋକ ପକ୍ଷରେ ସମ୍ଭବ ନୁହେଁ
ଆମେମାନେ ଏକ୍କା ଚଢ଼ି ଗାଁ ଆଡ଼କୁ ଚାଲିଲୁ
ତାସ ଖେଳର ପ୍ରତ୍ୟେକ ରଙ୍ଗରେ ଗୋଟିଏ ଲେଖାଁଏ ଟୀକ୍କା ଅଛି
ସେ ସକାଳୁ-ସକାଳୁ ମଇଁଷି ଦୁଧ ପିଉଛି
ସେ ଏକୁଟିଆ