Home Oriya Odia Dictionary

Download Oriya Odia Dictionary APP

One-eyed Oriya Odia Meaning

ଏକଆଖିଆ, କଣା

Definition

ଯାହାର ଗୋଟିଏ ଆଖି ଖରାପ ହୋଇଛି ବା ଗୋଟିଏ ଆଖିରେ ଦେଖାଯାଉନାହିଁ
ଯେଉଁ ଲୋକର ଗୋଟିଏ ଆଖି ଖରାପ

Example

ବସନ୍ତ ରୋଗ ଯୋଗୁଁ ତା'ର ଗୋଟିଏ ଆଖି ଚାଲିଗଲା ଓ ସେ କଣା ହୋଇଗଲା
ଦୋକାନରେ ଦୁଇ କଣା ନିଜନିଜ ମଧ୍ୟରେ ଝଗଡ଼ା କରୁଥିଲେ