Home Oriya Odia Dictionary

Download Oriya Odia Dictionary APP

One Hundred Oriya Odia Meaning

୧୦୦, ଏକଶତ, ଶହେ

Definition

ନବେ ଏବଂ ଦଶ
ଶହେର ସମୂହ
ନବେ ଆଉ ଦଶ ମିଶି ମିଳୁଥିବା ସଂଖ୍ୟା
ଅଙ୍କର ସ୍ଥାନକୁ ଗଣିଲାବେଳେ ଏକକ ସ୍ଥାନଆଡୁ ତୃତୀୟ ସ୍ଥାନ ଯାହା ଶହେରେ ଗୁଣିହେବାଭଳି ଜଣାପଡ଼େ

Example

ଏହି ସମ୍ମେଳନରେ ପ୍ରାୟ ଶହେ ଜଣ ବିଦ୍ୱାନ ଭାଗ ନେଉଛନ୍ତି
ଆଚାର ତିଆରି କରିବାପାଇଁ ରାମଦୀନ ଶହେ ଆମ୍ବ କିଣିଲା
ଦଶକୁ ଦଶରେ ଗୁଣିଲେ ଶହେ ହୁଏ
ଚାରିଶହ ତିନିରେ ଶତକ ସ୍ଥାନରେ ଚାରି ଅଛି୤