Home Oriya Odia Dictionary

Download Oriya Odia Dictionary APP

Onus Oriya Odia Meaning

ବୋଝ, ଭାର

Definition

କୌଣସି କାମ, ବିଷୟ ବା କଥାପାଇଁ ନିଆଯାଇଥିବା ଭାର
କାହାରି ରକ୍ଷଣାବେକ୍ଷଣରେ ରହିବା ତଥା ତାଙ୍କପାଇଁ ଉପଯୋଗୀ ନହେବାର ଅବସ୍ଥା
ଯାହାକୁ କାହା ଉପରେ ଲଦାଯାଇଥାଏ ବା ଲଦାଯାଏ
କୌଣସି ପଦାର୍ଥର ଓଜନ ବା ଗୁରୁତ୍ୱର ପରିମାଣ
ଏକାଠି ବନ୍ଧା ଯାଇଥିବା ବସ୍ତୁର ପରିମାଣ

Example

ଏହି କାମ କରିବାପାଇଁ କିଏ ଦାୟିତ୍ୱ ନେବ?
କର୍ମହୀନ ବ୍ୟକ୍ତି ପୃଥିବୀପାଇଁ ଭାର ହୋଇଥାଏ
ଏହି ବସ୍ତୁର ଓଜନ କେତେ?
କୃଷକ ଧାନର ବୋଝ ବଳଦ ଗାଡ଼ିରେ ଲଦୁଛି