Home Oriya Odia Dictionary

Download Oriya Odia Dictionary APP

Opening Oriya Odia Meaning

ଅଦ୍ୟ, ଆଦ୍ୟ, ଆରମ୍ଭ, ଉଦଘାଟନ ସମାରୋହ, ପ୍ରାଥମିକ, ପ୍ରାରମ୍ଭିକ

Definition

କୌଣସି କାର୍ଯ୍ୟ, ଘଟଣା, ବ୍ୟାପାରଆଦିର ପ୍ରଥମ ଅଂଶ ବା ଭାଗ
କୌଣସି ସମୟ ବା ଘଟଣାଆଦିର ଆରମ୍ଭ ସମୟ ବା ଆରମ୍ଭର ବା ପ୍ରଥମର
କୌଣସି କାରଣରୁ ଯିଏ ପ୍ରଥମେ ଗୋଟିଏ ପଦରେ ଥିଲେ କିନ୍ତୁ ବର୍ତ୍ତମାନ ସେହି ପଦରେ ନାହାନ୍ତି
ଯାହା ବହୁତଦିନ ତଳେ ଘଟିଥିଲା ବା

Example

ଆରମ୍ଭ ଠିକ୍ ହେଲେ ଶେଷ ବି ଠିକ୍ ହେବ / ଏବେ ଆମେ ଏହି କାମକୁ ନୂଆ ଭାବେ ଆରମ୍ଭ କରିବୁ
ଆଜିର ସଭାରେ କେତେ ଭୂତପୂର୍ବ ମନ୍ତ୍ରୀ ମଧ୍ୟ ଭାଗନେବେ
କାଶୀ ହିନ୍ଦୁମାନଙ୍କର ଧାର୍ମିକ ସ୍ଥାନ
ଏହି ଯାନର ଆଗପଟ ଭାଙ୍ଗିଯା