Home Oriya Odia Dictionary

Download Oriya Odia Dictionary APP

Opponent Oriya Odia Meaning

ପ୍ରତିଦ୍ବନ୍ଦୀ, ପ୍ରତିପକ୍ଷ, ପ୍ରତିପକ୍ଷୀ, ବଇରୀ, ବିପକ୍ଷ, ବିପକ୍ଷବାଦୀ, ବିରୋଧିମାନେ, ବିରୋଧୀ, ବୈରୀ, ଭଗାରୀ, ଶତ୍ରୁ

Definition

ଯେ ବିପକ୍ଷରେ ଅଛି
ଯାହାର କେହି ବନ୍ଧୁ ନାହାନ୍ତି
ଯାହା ସହିତ ଶତ୍ରୁତା ଅଛି
ଯେ ବିରୁଦ୍ଧରେ ଥାଏ
ବିରୋଧରେ ବସୁଥିବା ପକ୍ଷ
ଯେ ପ୍ରତିଯୋଗିତାରେ ଭାଗ ନିଏ
ସ୍ପର୍ଦ୍ଧା କରୁଥିବା‌
ବିରୋଧ କରୁଥିବା ବ୍ୟକ୍ତି
ବିରୋଧ କରିବା ବ୍ୟକ୍ତି
ଯେ ମିତ୍ର ନ

Example

ବିରୋଧିମାନେ ସଂସଦରେ ଗଣ୍ଡଗୋଳ କଲେ
ଅଜୟ ଜଣେ ବନ୍ଧୁହୀନ ବ୍ୟକ୍ତି
ଶତ୍ରୁ ଏବଂ ନିଆଁକୁ କେବେ ଦୁର୍ବଳ ଭାବିବା ଉଚିତ ନୁହେଁ
ଏହିଥର ନିର୍ବାଚନରେ ସେ ବିରୋଧୀଦଳ ସହିତ