Home Oriya Odia Dictionary

Download Oriya Odia Dictionary APP

Opportunist Oriya Odia Meaning

ସୁବିଧାବାଦୀ, ସ୍ବାର୍ଥୀ

Definition

ନିଜ ଲାଭପାଇଁ ସବୁବେଳେ ଉପଯୁକ୍ତ ସମୟ ଅପେକ୍ଷାରେ ରହୁଥିବା ଲୋକ
ସୁବିଧାବାଦ ସମ୍ବନ୍ଧୀୟ
ନିଜ ଲାଭ ପାଇଁ ସର୍ବଦା ଉପଯୁକ୍ତ ସୁଯୋଗ ଅପେକ୍ଷାରେ ଥିବା ବ୍ୟକ୍ତି
ଅବସରବାଦ ସିଦ୍ଧାନ୍ତକୁ ଗ୍ରହଣ କରୁଥିବା ଲୋକ

Example

ସୁବିଧାବାଦୀ ବ୍ୟକ୍ତି ବିଶ୍ୱାସର ପାତ୍ର ନୁହେଁ
ସୁବିଧାବାଦୀ ବ୍ୟକ୍ତି ହିଁ ଆଗକୁ ବଢିପାରେ
ଆଜିକାଲି ସୁବିଧାବାଦୀମାନେ ହିଁ ବିଭିନ୍ନ କ୍ଷେତ୍ରରେ ତିଷ୍ଠି ରହିଛନ୍ତି
ସେ ଅବସରବାଦୀ ବ୍ୟକ୍ତିକୁ ପରିହାସରେ ଉଡେଇ ଦେଲା