Home Oriya Odia Dictionary

Download Oriya Odia Dictionary APP

Optimism Oriya Odia Meaning

ଆଶାବାଦ

Definition

ଯେଉଁ ମତ ପ୍ରତିପାଦିତ କରେ ଯେ ସଂସାରରେ ଦୁଃଖ ଅପେକ୍ଷା ସୁଖ ଅଧିକ ଏବଂ ଶେଷରେ ସତ୍ୟର ବିଜୟ ହୁଏ

Example

କେବେ କେବେ ଆଶାବାଦ ଜୀବନରେ ହାରିଥିବା ବ୍ୟକ୍ତିକୁ ମଧ୍ୟ ବଞ୍ଚିବାପାଇଁ ପ୍ରେରିତ କରେ