Optional Oriya Odia Meaning
ଐଚ୍ଛିକ, ବୈକଳ୍ପିକ
Definition
ଦୁଇଟି ବା କେତେକ ମଧ୍ୟରୁ କୌଣସି ଗୋଟିଏ ଯାହାକୁ ନିଜ ଇଚ୍ଛାରେ ଗ୍ରହଣ କରାଯାଇପାରେ
ଯାହା ନିଜ ଇଚ୍ଛାରେ କରାଯାଇଛି
ଇଚ୍ଛା ଅନୁସାରେ
Example
ପ୍ରଶ୍ନ ପତ୍ରରେ ଦୁଇଟି ଅନିବାର୍ଯ୍ୟ ଓ ଚାରିଗୋଟି ବୈକଳ୍ପିକ ପ୍ରଶ୍ନ ଅଛି
ମୁଁ ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ପସନ୍ଦ କରେ
ସମସ୍ତେ ନିଜ ଇଚ୍ଛା ଅନୁସାରେ କାମ କରିବାକୁ ପସନ୍ଦ କରନ୍ତି
Counterclockwise in Oriya OdiaIntended in Oriya OdiaDevelop in Oriya OdiaStraight in Oriya OdiaChapeau in Oriya OdiaTb in Oriya OdiaVerse in Oriya OdiaBelly in Oriya OdiaMyringa in Oriya OdiaBm in Oriya OdiaAttempt in Oriya OdiaDisturb in Oriya OdiaComfortless in Oriya OdiaLooking At in Oriya OdiaInstitute in Oriya OdiaFootprint in Oriya OdiaImpure in Oriya OdiaWipeout in Oriya OdiaSubjectiveness in Oriya OdiaSummit in Oriya Odia