Home Oriya Odia Dictionary

Download Oriya Odia Dictionary APP

Orange Oriya Odia Meaning

କମଳା, କମଳାରଙ୍ଗର, ଟଭା, ନାରଙ୍ଗୀ

Definition

ଲେମ୍ବୁ ଜାତିର ଏକ ମଧ୍ୟମ ଆକାରର ଗଛ
ଯେଉଁ ଲେମ୍ବୁଜାତୀୟ ଫଳ ମିଠା, ସୁଗନ୍ଧିତ ଏବଂ ରସାଳ ହୋଇଥାଏ
କମଳା ଚୋପା ରଙ୍ଗର ବା ହଳଦିଆ ମିଶା ଲାଲ ରଙ୍ଗର
ନାରଙ୍ଗର ଚୋପା ଭଳି ରଙ୍ଗ ବା ହଳଦୀ ମିଶା ଲାଲ ରଙ୍ଗ

Example

ନାରଙ୍ଗୀର ଫଳ ମିଠା,ସୁଗନ୍ଧିତ ଓ ରସାଳ ହୋଇଥାଏ
ସେ ପ୍ରତିଦିନ କମଳା ରସ ପିଅନ୍ତି
ଶୀଲା ନାରଙ୍ଗୀ ଶାଢ଼ୀରେ ଭଲ ଦିଶୁଛି
ଚିତ୍ରକର ନିଜ ଚିତ୍ରକୁ ନାରଙ୍ଗୀରେ ରଙ୍ଗାଉଛି