Home Oriya Odia Dictionary

Download Oriya Odia Dictionary APP

Orbit Oriya Odia Meaning

କକ୍ଷ, କାର୍ଯ୍ୟକ୍ଷେତ୍ର, କାର୍ଯ୍ୟସ୍ଥଳୀ, ପରିଧି

Definition

ବାହୁମୂଳ ତଳେ ଥିବା ଖୋଲ
ଧୋତିର ଯେଉଁ ଅଂଶ ପଛରେ ଖୋସା ଯାଏ
କୌଣସି ବସ୍ତୁ ପ୍ରଭୃତିର ଚାରି ପାଖରେ ଚକ୍କରମାରିବା
ପାଠଶାଳାର ଯେଉଁ କୋଠରୀରେ ଗୋଟିଏ ଶ୍ରେଣୀର ସବୁ ପିଲା ବସି ପାଠପଢ଼ନ୍ତି
ପାଠପଢ଼ା କ୍ରମରେ

Example

ତା କାଖରେ ବଥ ବାହାରୁଛି
ବାପା ଧୋତିର କଛା ଖୋସୁଖୋସୁ ବାହାରକୁ ଚାଲି ଗଲେ
ସେ ମନ୍ଦିର ପରିକ୍ରମା କରୁଅଛି
ଆମ ବିଦ୍ୟାଳୟରେ ଦୁଇଟି ନୂଆ ଶ୍ରେଣୀଗୃହ ତିଆରି ଚାଲିଛି
ତୁମେ କେଉଁ ଶ୍ରେଣୀରେ ପଢ଼ୁଛ?
ପୃଥିବୀ ନିଜ ପରିଧି