Home Oriya Odia Dictionary

Download Oriya Odia Dictionary APP

Order Oriya Odia Meaning

ଅନୁଜ୍ଞା , ଆଜ୍ଞା, ଆଜ୍ଞା କରିବା, ଆଜ୍ଞା ଦେବା, ଆଦେଶ, ଆଦେଶ ଦେବା, କହିବା, କ୍ରମାନୁସାରିତା, କ୍ଳବ, ସଂଘ, ହୁକୁମ

Definition

କିଛି କରିବାପାଇଁ ଆଦେଶଦେବା
କୌଣସି କାମ ଠିକ ଢଙ୍ଗରେ କିମ୍ବା ଉଚିତ ପ୍ରକାରରେ କରିବା ବା ତାକୁ ପୂରା କରିବାପାଇଁ ଆୟୋଜନ କରିବାର କ୍ରିୟା
ବସ୍ତୁ, କାମ ବା ଘଟଣାଆଦିର କ୍ରମରେ ଆଗପଛ ହେବାର ଅବସ୍ଥା ବା ଭାବ
ଶାସ୍ତ୍

Example

ବଡ଼ମାନଙ୍କ ଆଜ୍ଞା ପାଳନ କରିବା ଆବଶ୍ୟକ
ଗୁରୁ ତୁମକୁ ଘରକୁ ଯିବାପାଇଁ କହିଛନ୍ତି / ସେ ନିଜେ କିଛି କରେ ନାହିଁ କେବଳ ଅନ୍ୟକୁ ବରାଦ କରେ
ବାହାଘରରେ ଝିଅଘର ବହୁତ ଭଲ ବ୍ୟବସ୍ଥା କରିଥିଲେ
ନିଜ ମଧ୍ୟରେ ଚିଠି ଆଦାନ ପ୍ରଦାନର