Home Oriya Odia Dictionary

Download Oriya Odia Dictionary APP

Originate Oriya Odia Meaning

ଉତ୍ପନ୍ନ ହେବା, ଜାତ ହେବା, ସୃଷ୍ଟିହେବା

Definition

କୌଣସି କାମ, କଥା ଇତ୍ୟାଦିର ଆରମ୍ଭ କରିବା
ପଶୁମାନଙ୍କ ଗର୍ଭରୁ ଛୁଆ ବାହାରିବା ବା ଉତ୍ପନ୍ନ କରିବା
କୌଣସି ବସ୍ତୁ ନିର୍ମାଣ କରିବା
ଗର୍ଭରୁ ପିଲା ପ୍ରସବ ହେବା
କଥାବସ୍ତୁଆଦି ଆରମ୍ଭ କରିବା

Example

ସକାଳୁ ସକାଳୁ ହିଁ ଗାଈଟି ଭଲ ବାଛୁରିଟିଏ ଜନ୍ମକରିଛି
ନଦୀରେ ବନ୍ଧବାନ୍ଧି ବିଜୁଳୀ ଉତ୍ପାଦନ କରାଯାଏ
ସେ ସାତଟି ପିଲା ଜନ୍ମ କଲା କିନ୍ତୁ ଗୋଟିଏ ବି ସୁପାତ୍ର ହେଲା ନାହିଁ