Home Oriya Odia Dictionary

Download Oriya Odia Dictionary APP

Originative Oriya Odia Meaning

ସୃଜନଶୀଳ

Definition

ଯିଏ କୌଣସି ପ୍ରକାରର ରଚନା ବା ନିର୍ମାଣରେ ସମ୍ବନ୍ଧ ରଖେ ଓ ତାର ସହାୟକ ହୋଇଥାଏ
ସୃଜନର କ୍ଷମତା ବା ଯୋଗ୍ୟତା ଥିବା ବ୍ୟକ୍ତି

Example

ପିଲାମାନଙ୍କୁ ରଚନାତ୍ମକ କାର୍ଯ୍ୟ କରିବାପାଇଁ ପ୍ରୋତ୍ସାହିତ କରିବା ଆବଶ୍ୟକ
ସୃଜନଶୀଳ ଗୃହିଣୀ ଘରର ଶୋଭା ବଢାଇଥାନ୍ତି