Home Oriya Odia Dictionary

Download Oriya Odia Dictionary APP

Ornate Oriya Odia Meaning

ଅଭିମଣ୍ଡିତ, ଅଳଙ୍କୃତ, ଆଭୂଷିତ, ବିଭୂଷିତ, ଭୂଷିତ, ମଣ୍ଡିତ, ସଜ୍ଜିତ

Definition

ଯାହାଙ୍କୁ କୌଣସି ପଦ, ପଦବୀଆଦିରେ ବିଭୂଷିତ କରାଯାଇଛି
ଯିଏ ଦେଖିବାକୁ ଏକା ଭଳି
ଯେ ବସ୍ତ୍ର, ଗହଣାଆଦି ପିନ୍ଧିଛି
ଯେ ସଜବାଜ ହୋଇଥିବ
କାର୍ଯ୍ୟାଳଙ୍କାର ସହ ଯୁକ୍ତ

Example

ତାଙ୍କୁ ଭାରତ-ଭୂଷଣ ଉପାଧିରେ ଅଂଳଙ୍କୃତ କରାଗଲା
ସମାରୋହରେ ସ୍ୱର୍ଣ୍ଣାଭୂଷଣଦ୍ୱାରା ଅଳଙ୍କୃତ ମହିଳାଙ୍କ ଉପରେ ସମସ୍ତଙ୍କ ନଜର ପଡ଼ିଥିଲା
ସଜ୍ଜିତ ମହିଳା ମଞ୍ଚ ଉପରେ ନୃତ୍ୟ କରୁଛି
ରୀତିଯୁଗୀୟ କାବ୍ୟଗୁଡିକରେ ଅଳଂକାରଯୁକ୍ତ ବିଷୟ