Home Oriya Odia Dictionary

Download Oriya Odia Dictionary APP

Orphic Oriya Odia Meaning

ଗୂଢ, ରହସ୍ୟପୂର୍ଣ୍ଣ, ରହସ୍ୟମୟ, ରହସ୍ୟାତ୍ମକ

Definition

ଯେ ଲୁଚି ରହିଛି
ଯାହା କୂଟତାରେ ଭରା ବା ଯାହା ବହୁତ କଠିନ
ରହସ୍ୟରେ ଭରା ବା ଯେଉଁଥିରେ ରହସ୍ୟ ଅଛି

Example

ସେ ଏହି ମାମଲା ସମ୍ବନ୍ଧିତ ଏକ ଗୁପ୍ତ କଥା କହିଲେ
ଯୁଧିଷ୍ଠିର ଯକ୍ଷଙ୍କ କୂଟ ପ୍ରଶ୍ନର ଉତ୍ତର ଦେଇ ନିଜ ଭାଇମାନଙ୍କୁ ବଞ୍ଚାଇଲେ
ବୈଜ୍ଞାନିକମାଣଙ୍କ ନିମନ୍ତେ ଉଡନ୍ତା ଥାଳିଆ ଆଜିବି ରହସ୍ୟପୂର୍ଣ୍ଣ ହୋଇରହିଛି