Home Oriya Odia Dictionary

Download Oriya Odia Dictionary APP

Oscillate Oriya Odia Meaning

ଆକୃଷ୍ଟ ହେବା, ଢଳିବା

Definition

ପବନ ସୃଷ୍ଟି କରିବାପାଇଁ ପଙ୍ଖା ବା ଅନ୍ୟ ତତ୍ତୁଲ୍ୟ ବସ୍ତୁ ହଲାଇବା
ଗୋଟିଏ ସ୍ଥାନରୁ ଉଠେଇବା ବା ଏପଟ ସେପଟ କରିବା
ହଲେଇବା
ଦୋଳାୟମାନ କରିବା
କମ୍ପିବାପାଇଁ ପ୍ରବୃତ୍ତ କରିବା
ହଲାଇବାର ପ୍ରକ୍ରିୟା

Example

ଅତ୍ୟଧିକ ଗରମଯୋଗୁଁ ସେ ଅନବରତ ବିଞ୍ଚୁଛି
ବଡ଼‍ବଡ଼‍ ରାଜା ମହାରାଜାମାନେ ସୀତାଙ୍କ ସ୍ୱୟମ୍ବରରେ ଶିବ ଧନୁକୁ ହଲେଇ ପାରିଲେ ନାହିଁ
ଶ୍ୟାମ ଫଳ ତୋଳିବା ପାଇଁ ଗଛକୁ ଦୋହଲାଉଛି
ଲହରୀଗୁଡ଼ିକ ତାକୁ ଆଗପଛ ଝୁଲାଉଥିଲା / ଗରମଯୋଗୁଁ କଷ୍ଟ