Home Oriya Odia Dictionary

Download Oriya Odia Dictionary APP

Oscillation Oriya Odia Meaning

ଜୀବନ ଚକ୍ର

Definition

କମ୍ପିବାର କ୍ରିୟା ବା ଭାବ
ରହିରହି ଧୀରେଧୀରେ ହଲିବା ବା କମ୍ପିବା ପ୍ରକ୍ରିୟା
କୌଣସି ଆଧାରର ସହାୟତାରେ ଝୁଲି ଆଗପଛ ବା ଏପଟସେପଟ ଦୋଳାୟମାନ ହେବାର ପ୍ରକ୍ରିୟା

Example

ବୈଦ୍ୟ ନାଡ଼ିର ସ୍ପନ୍ଦନ ଦେଖି ହିଁ ରୋଗର ଲକ୍ଷଣ ଜାଣିପାରନ୍ତି
ଘଣ୍ଟାର ଦୋଳକର ଦୋଳନ ବନ୍ଦ ହେବାର ଅର୍ଥ ଘଣ୍ଟା ବନ୍ଦ ହୋଇଯାଇଛି