Home Oriya Odia Dictionary

Download Oriya Odia Dictionary APP

Out Oriya Odia Meaning

ନିର୍ଗତ, ନିଷିଦ୍ଧ, ବର୍ଜିତ, ବାହାରିଥିବା, ମନା କରାଯାଇଥିବା

Definition

ଯାହା ତ୍ୟାଗ କରିବା ବା ଦୂରେଇଦେବାର ଯୋଗ୍ୟ
ସମାପ୍ତ ହେବା କ୍ରିୟା ବା ଭାବ
ଯାହାକୁ ନିଷେଧ କରାଯାଇଛି
ଯେ ତେଜରେ କମ୍‌ ବା ଯାହାର ତେଜ ନାହିଁ
ଯାହା ଶେଷ ହୋଇଯାଇନାହିଁ
କୌଣସି କାର୍ଯ୍ୟ ଶେଷରେ ଏହାର

Example

ଚୋରୀ, ଧୂର୍ତତାଆଦି ତ୍ୟାଜ୍ୟ କର୍ମ
ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସହିତ ହିଁ ଗୋଟିଏ ଯୁଗର ଅବସାନ ଘଟିଲା
ଆପଣ ନିଷିଦ୍ଧ କାର୍ଯ୍ୟ ହିଁ କାହିଁକି କରନ୍ତି
ସବୁବେଳେ ଚିନ୍ତିତ ରହିବା କାରଣରୁ ଯୌବନରେ ମଧ୍ୟ ସେ