Home Oriya Odia Dictionary

Download Oriya Odia Dictionary APP

Outing Oriya Odia Meaning

ପିକନିକ

Definition

ମନକୁ ଖୁସି କରିବା କିମ୍ବା ଅନ୍ୟ କୌଣସି କାରଣରୁ ପର୍ଯ୍ୟଟନ ସ୍ଥଳ ଇତ୍ୟାଦିରେ ବୁଲାବୁଲି କରିବାର କ୍ରିୟା
ଲୁଗାରେ ଲଗାଯାଉଥିବା ସୁନା ବା ରୁପା ଜରିଥିବା ଫିତା
କୌଣସି କାର୍ଯ୍ୟରେ ସମ୍ମିଳିତ ହେବାର ପ୍ରକ୍ରିୟା
ବ୍ୟାୟାମ ବା ଆନନ୍ଦପାଇଁ ହେଉଥିବା ଗୋଟିଏ

Example

ଏହି ପର୍ଯ୍ୟଟନ ଦଳ ପୂରା ଭାରତ ପରିଭ୍ରମଣ କରି ଫେରୁଛନ୍ତି
ଓଢ଼ଣୀରେ ଜରିଲଗା ପଟି ଲଗାଯାଇଛି
ଆମେସବୁ ଗତକାଲି ରାମଚଣ୍ଡୀକୁ ବଣଭୋଜି କରି ଯାଇଥିଲୁ
ସେ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି
ଆପଣ ବସନ୍ତୁ, ମୁଁ କିଛିଟା ପଦଚାରଣ କରି ବୁଲିଆସେ