Home Oriya Odia Dictionary

Download Oriya Odia Dictionary APP

Ownership Oriya Odia Meaning

ଅଧିକାର, ଆଧିପତ୍ୟ, ପ୍ରଭୁତ୍ବ, ଶାସନାଧିକାର, ସ୍ବାମୀତ୍ବ, ହୁକୁମ

Definition

ଅଧିପତି ହେବାର ଅବସ୍ଥା ବା ଭାବ
ଅଧିକାର, ବଳ ବା ସାମର୍ଥ୍ୟର ଉପଭୋଗ କରି ଯେଉଁ ଶକ୍ତି ନିଜ କାମ କରେ

Example

ପୂର୍ବରୁ ଭାରତରେ ବିଦେଶୀମାନଙ୍କର ଆଧିପତ୍ୟ ଥିଲା
ଇନ୍ଦିରାଗାନ୍ଧୀ ୧୯୭୫ ରେ ନିଜ କ୍ଷମତାବଳରେ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲେ