Home Oriya Odia Dictionary

Download Oriya Odia Dictionary APP

Pack Oriya Odia Meaning

ଗଣ, ଗଣ୍ଠିଲିକରିବା, ଗୋଠ, ଜିନିଷପତ୍ର ଏକାଠିକରିବା, ଜିନିଷପତ୍ର ବାନ୍ଧିବା, ପଲ, ପେକ କରିବା, ବୃନ୍ଦ, ଯୂଥ, ସମୁଦାୟ, ସମୂହ

Definition

କେତେକ ବିଶିଷ୍ଟ ଖେଳରେ କୌଣସି ଖେଳାଳିର ସେହି କଳ୍ପିତ ସାଥୀ ଯାହା ବଦଳରେ ତାକୁ ପୁଣି ଥରେ ଖେଳିବାର ଅବସର ବା ସୁଯୋଗ ମିଳେ
ଯେଉଁ ପଶୁ ଭାର ବୋହିବା କାମରେ ଆସେ
ଏକ ସ୍ଥାନରେ ଏକ

Example

କା’ ବାଲା ଖେଳ ମୁଁ ଖେଳିବି ନାହିଁ / କା’ କାରଣରୁ ମୋତେ ଦୁଇଥର ଖେଳିବାକୁ ସୁଯୋଗ ମିଳିଲା
ଗଧ ଗୋଟିଏ ଭାରବାହୀ ପଶୁ
ସୁରେଶ କାଠ ସମୁଦାୟରେ ନିଆଁ ଲଗାଇଦେଲା
ସୁଦାମା ପୁଟୁଳିରେ ବନ୍ଧା ହୋଇଥିବା ଖୁଦକୁ ଶ୍ରୀକୃଷ୍ଣଙ୍କଠୁ ଲୁଚେଇ ରଖିଥିଲେ
କୃଷକମାନଙ୍କ ରାଷ୍ଟ୍ରୀୟ ଅଧିବେଶନରେ କୃଷକ ସମ୍ବନ୍ଧୀୟ ସମସ୍ୟା