Home Oriya Odia Dictionary

Download Oriya Odia Dictionary APP

Pad Oriya Odia Meaning

ପ୍ୟାଡ

Definition

ଯାତ୍ରୀମାନଙ୍କ ଚଢ଼ିବା-ଓହ୍ଲାଇବା ନିମନ୍ତେ ଯେଉଁଠାରେ ଉଡ଼ାଜାହାଜ ରହେ
କିଛି ଲେଖିବା ପାଇଁ ତିଆରି ହୋଇଥିବା ସାଦା କାଗଜର ସମୂହ
କ୍ରିକେଟ୍ ଆଦିର ଖେଳରେ ପାଦରେ ବନ୍ଧା ହେଉଥିବା ମାନବକୃତ ସେହି ନରମ, ଅଳ୍ପମୋଟା, ଚଉଡା ପଟି ଯାହା ଆଘାତ ଆଦିରୁ ପାଦକୁ ରକ୍ଷା କରିଥାଏ

Example

ସେ ଆଜି ରାତିରେ ସାହାରା ବିମାନ ବନ୍ଦରରେ ଆମେରିକା ଯିବାକୁ ଉଡ଼ାଜାହାଜରେ ବସିବ
ଗୀତା ପ୍ୟାଡ଼ରେ କିଛି ଲେଖୁଛି
ବଲ୍ ବୋଲରର ପ୍ୟାଡରେ ବାଜି ଷ୍ଟମ୍ପରେ ମାଡ ହେଲା