Home Oriya Odia Dictionary

Download Oriya Odia Dictionary APP

Pain Oriya Odia Meaning

ଦୁଃଖ ଦେବା

Definition

ମନର ଅପ୍ରିୟ ବା କଷ୍ଟ ହେଲାଭଳି ଅବସ୍ଥା ବା କଥା ଯେଉଁଥିରୁ ମୁକ୍ତି ପାଇବା ପାଇଁ ସ୍ୱାଭାବିକ ପ୍ରବୃତ୍ତି ସୃଷ୍ଟି ହୋଇଥାଏ
ଶରୀରରେ ଚୋଟ ଲାଗିବା, ମଚକି ଯିବା ଓ ଘା’ଆଦି ହେବା

Example

ରୋଗୀର ଦରଜ ଦିନକୁଦିନ ବଢ଼ିଚାଲିଛି
ମୋର ଦୁଃଖ ଯେ ମୁଁ ଆପଣଙ୍କ କାମ ଠିକ୍‌ ସମୟରେ କରିପାରିଲି ନାହିଁ
ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ କରିବା କାରଣରୁ ତାଙ୍କୁ ଜୋରିମାନା ରୂପେ ଶହେ ଟଙ୍କା