Home Oriya Odia Dictionary

Download Oriya Odia Dictionary APP

Paint Oriya Odia Meaning

ଚିତ୍ର ଆଙ୍କିବା, ଚିତ୍ରାଙ୍କନ କରିବା, ଚିତ୍ରିତ କରିବା, ପେଣ୍ଟ, ରଙ୍ଗ, ରଙ୍ଗାଇବା, ରଙ୍ଗେଇବା, ରୂଜ୍, ଲାଲୀ

Definition

ସେହି ପଦାର୍ଥ ଯେଉଁଥିରେ କୌଣସି ଜିନିଷକୁ ରଞ୍ଜିତ କରାଯାଏ
କୌଣସି ବସ୍ତୁ ବା କଥା ଉପରେ କୌଣସି କ୍ରିୟାର ପରିଣାମ ବା ଫଳ
କୌଣସି ବସ୍ତୁଆଦି ଉପରେ କୌଣସି ବସ୍ତୁ, ପ୍ରକ୍ରିୟାଆଦିର ପ୍ରଭାବ ପଡ଼ିବା
କାହାର ରୂପ, ଗୁଣଆଦି କାରଣରୁ ତା ଉ

Example

ଏହି ଶାଢ଼ୀ ଲାଲ୍‌ ରଙ୍ଗରେ ରଞ୍ଜିତ ହୋଇଛି
ଆଜିର ଯୁବକମାନଙ୍କ ଉପରେ ପାଶ୍ଚାତ୍ୟ ସଭ୍ୟତାର ଅତ୍ୟଧିକ ପ୍ରଭାବ ପରିଲକ୍ଷିତ ହେଉଛି
ଗାୟିକାଙ୍କ ମଧୁର ସ୍ୱର ମୋତେ ପ୍ରଭାବିତ କଲା
ସେ ଖେଳ ଜି