Pair Oriya Odia Meaning
କ୍ରୀଡା କରିବା, ଜୋଡା, ଜୋଡି, ବିହାର କରିବା, ଯୁଗଳ, ଯୁଗ୍ମ, ଯୋଡା, ଯୋଡି ଲାଗିବା, ହଳ
Definition
ସଙ୍ଗୀତରେ ତାଳ ଦେବା କାମରେ ଆସୁଥିବା ଦୁଇଟି ଗିନା ଯାହାକୁ ଆଘାତ କଲେ ଶବ୍ଦ ହୋଇଥାଏ
ଏକ ପ୍ରକାରର ଦୁଇଟି ଜିନିଷ
ଏକ ଓ ଏକ
ଜଣେ ଲୋକ ଥରକୁ ଏକାସାଥିରେ ପିନ୍ଧୁଥିବା ସବୁ ପୋଷାକ
ପୁରୁଷ ଓ ସ୍ତ୍ରୀର ଯୁଗ୍ମ
ଯେଉଁ
Example
ମନ୍ଦିରରେ ଗିନି ବାଜୁଥିଲା
ଏଇ କପୋତର ଜୋଡ଼ି ଭଲ
ମୋର ଦୁଇଟି ଛୁଆ
ସେ ବାକ୍ସରେ ରଖିଥିବା ପୋଷାକରୁ ଏକ ଯୋଡ଼ା ବାହାର କରି ପିନ୍ଧିଲେ
ବାଣୁଆ କ୍ରୌଞ୍ଚ ପକ୍ଷୀ ଯୋଡ଼ିରୁ ଗୋଟିକୁ ମାରିଦେଲେ
ଏହି ପହିଲିମାନଙ୍କର ଯୋଡ଼ି ଖୁବ୍ ଭଲ
ମୋ ଝିଅର ବର୍ଷକୁ ପାଞ୍ଚ ଯୋଡ଼ା ଚପଲ ଦରକାର ହୁଏ
ସେ
Impending in Oriya OdiaRout in Oriya OdiaMorbidity in Oriya OdiaCeramist in Oriya OdiaEnwrap in Oriya OdiaHot-tempered in Oriya OdiaProscribed in Oriya OdiaDiscursive in Oriya OdiaKindly in Oriya OdiaSublimated in Oriya OdiaSpark in Oriya OdiaConserve in Oriya OdiaSpeck in Oriya OdiaUnderside in Oriya OdiaDouble in Oriya OdiaSubstance in Oriya OdiaTactfulness in Oriya OdiaSoak in Oriya OdiaStride in Oriya OdiaLimit in Oriya Odia