Home Oriya Odia Dictionary

Download Oriya Odia Dictionary APP

Palm Oriya Odia Meaning

ହାତପାପୁଲି

Definition

ଗୋଟିଏ ବଡ଼, ଶାଖାହୀନ ଗଛ ଯାହା ଖମ୍ବ ଭଳି ସିଧା ଉପରକୁ ବଢ଼େ ଓ ଯାହା ମୁଣ୍ଡରେ ବଡ଼ବଡ଼ ପତ୍ର ହୋଇଥାଏ
ବିଜୟୀକୁ ସ୍ୱାଗତ ବା ଅଭିନନ୍ଦନ ଜଣାଇବା ନିମନ୍ତେ ତାଙ୍କୁ ପିନ୍ଧାଇ ଦିଆଯାଉଥିବା ମାଳା
କନ୍ୟା ନିଜର ଭାବୀ ସ୍ୱାମୀଙ୍କୁ ଯେଉଁ ମାଳା ପିନ୍ଧାଏ

Example

ହାତପାପୁଲିରେ ଘା’ ହେବା କାରଣରୁ ସେ ଭଲ ଭାବେ କାମ କରିପାରୁନାହିଁ
ସେ ତାଳଗଛରୁ ତାଡ଼ି ବାହାର କରୁଛି
ଲୋକେ ବିଜୟୀ ପ୍ରାର୍ଥୀଙ୍କ ଗଳାରେ ଜୟମାଲ୍ୟ ପିନ୍ଧାଉଥିଲେ
ସୀତା ରାମଙ୍କ ଗଳାରେ ବରଣମାଳା ପିନ୍ଧାଇଦେଲେ
ବେଆଇନ କାମ କରୁଥିବା ଲୋକମାନେ ଧରାପଡ଼ିବା ଭୟରେ ପୋଲିସକୁ ସର୍ବଦା