Palpitate Oriya Odia Meaning
କମ୍ପିତ ହେବା, ଡରାଇବା, ଡେଇଁବା, ଥରାଇବା, ଭୟଭୀତ କରାଇବା, ସ୍ପନ୍ଦିତ କରିବା, ସ୍ପନ୍ଦିତ ହେବା
Definition
କୌଣସି ଅଙ୍ଗରେ ହଠାତ ସ୍ଫୁରଣ ହେବା
ଧକ୍ ଧକ୍ କରିବା ବା ସ୍ପନ୍ଦିତ ହେବା
ଭୟ, ଦୂର୍ବଳତା, ଜ୍ୱର ଆଦି କାରଣରୁ ହୃଦୟ ଧକ୍ଧକ୍ କରିବା ସ୍ପନ୍ଦିତ ହେବା
ଧଡ଼ଧଡ଼ ଶବ୍ଦ ହେବା
Example
ମୋର ଆଖି ଡେଉଁଛି
ସାଧାରଣ ଲୋକର ହୃଦୟ ମିନିଟକୁ ପ୍ରାୟ ବାସ୍ତରିଥର ସ୍ପନ୍ଦିତ ହୁଏ
କ୍ରୋଧିତ ହେଲେ ହୃଦୟ ଜୋରରେ କମ୍ପିତ ହୁଏ
ରକ୍ତପ୍ରବାହ କାରଣରୁ ହୃଦୟ ଧଡ଼ଧଡ଼ ହୁଏ
Vagrancy in Oriya OdiaCarry On in Oriya OdiaPush Button in Oriya OdiaLie in Oriya OdiaOr in Oriya OdiaOar in Oriya OdiaSolitary in Oriya OdiaDissenter in Oriya OdiaUnbiased in Oriya OdiaInanimate in Oriya OdiaJamaican in Oriya OdiaWaybill in Oriya OdiaProtagonist in Oriya OdiaBattalion in Oriya OdiaThrough With in Oriya OdiaCredit in Oriya OdiaDead Body in Oriya OdiaNab in Oriya OdiaGlom in Oriya OdiaVolunteer in Oriya Odia